ପୂର୍ବବାଦୀ Pūrbabādī

  • ସଂ. ବି (ହିନ୍ଦୁସ୍ମୃତି) — ମକଦ୍ଦମାରେ ବାଦୀ — Plaintiff
  • ସଂ. ବି (ହିନ୍ଦୁସ୍ମୃତି) — ଫେରିଆଦୀ; ମୁଦେଇ — One who lodges the first information; complainant