ପୂର୍ବବର୍ତ୍ତୀ Pūrbabarttī
- ସଂ. ବିଣ. (ପୂର୍ବ+ବୃତ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଅଗ୍ରଗାମୀ — Going in front
- ସଂ. ବିଣ. (ପୂର୍ବ+ବୃତ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଅଗ୍ରସର — Advancing
- ସଂ. ବିଣ. (ପୂର୍ବ+ବୃତ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ପୂର୍ବଦିଗରେ ସ୍ଥିତ — Situate in the east
- ସଂ. ବିଣ. (ପୂର୍ବ+ବୃତ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଏଥିପୂର୍ବେ ଘଟିଥିବା — Previous; preceding