ପୂର୍ବ ନିପାତ Pūrba nipāta
- ସଂ. ବି. (ବ୍ୟାକରଣ) — ଯେଉଁ ସମସ୍ତ ବା ସମାସନିଷ୍ପନ୍ନ ପଦରେ ପରବର୍ତ୍ତୀ ପଦ ପ୍ରଥମେ ନ୍ୟସ୍ତ ହୁଏ ଓ ପୂର୍ବବର୍ତ୍ତୀ ପଦ ପରେ ନ୍ୟସ୍ତ ହୁଏ — The irregular priority of a word in a compound
- ସଂ. ବି. (ବ୍ୟାକରଣ) — (ଯଥା—ପୂର୍ବରେ+ଶ୍ରୁତ=ଶ୍ରୁତପୂର୍ବ; ଆହିତ+ଅଗ୍ନି= ଅଗ୍ନ୍ୟାହିତ।)