ପୂର୍ବ ଦିକ୍ Pūrba dik

  • ସଂ. ବି — ପ୍ରାଚୀ — The east
  • ସଂ. ବି — [ଦ୍ର—ପୂର୍ବ ଦିଗରୁ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନେ ଉଦିତ ହୁଅନ୍ତି; ଏଥିର ଦିକ୍ପାଳ ବା ଦିକ୍ପତି ଇନ୍ଦ୍ର ଓ ଏଥିର ଦିଗ୍ଗଜ ଐରାବତ।]