ପୂର୍ବ କାୟ Pūrba kāya

  • ସଂ. ବି — (ମନୁଷ୍ୟର) ନାଭିର ଉପରେ ଥିବା ଶରୀରାଂଶ — The upper part of the body; the part above the navel (of man)
  • ସଂ. ବି — (ପଶୁ ଆଦିଙ୍କ) ଦେହର ଆଗପାଖ — The fore part of the body (of beasts)