ପୂର୍ବ କରୀ Pūrba karī

  • ସଂ. ବି. (ପୂର୍ବ+କରିନ୍) — ଐରାବତ ହସ୍ତୀ; ପୂର୍ବଦିଗର ହସ୍ତୀ — The elephant guarding the east
  • ସଂ. ବି. (ପୂର୍ବ+କରିନ୍) — ପୂର୍ବକରୀ ପୂର୍ବ କନ୍ଦରୀ ବରୀରୁ ବାହାରି ବିହରେ। ଭଞ୍ଜ. କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ।