ପୂର୍ତ୍ତ Pūrtta
- ସଂ. ବିଣ (ପୃ ଧାତୁ=ପୂରଣ କରିବା+କର୍ମ. ତ) — ପରିପୂରିତ — Filled up
- ସଂ. ବିଣ (ପୃ ଧାତୁ=ପୂରଣ କରିବା+କର୍ମ. ତ) — ସମ୍ପୂର୍ଣ୍ଣ — Complete; full
- ସଂ. ବିଣ (ପୃ ଧାତୁ=ପୂରଣ କରିବା+କର୍ମ. ତ) — ଆଚ୍ଛାଦିତ — Covered
- ସଂ. ବିଣ (ପୃ ଧାତୁ=ପୂରଣ କରିବା+କର୍ମ. ତ) — ଆଚ୍ଛନ୍ନ; ଲୁକ୍କାୟିତ — Concealed
- ସଂ. ବିଣ (ପୃ ଧାତୁ=ପୂରଣ କରିବା+କର୍ମ. ତ) — ସମାପିତ — Complete; finished
- ବି.—(+ଭାବ. ତ) — ସାଧାରଣଙ୍କ ଉପକାରାର୍ଥ ପୁଷ୍କରିଣୀ ଓ କୂପ ଖନନାଦି ରୂପ କାର୍ଯ୍ୟ — Public works; acts of public utility; such as digging of wells and tanks, building of temples, planting of groves etc
- ବି.—(+ଭାବ. ତ) — ପାଳନ — Nourishing; cherishing
- ବି.—(+ଭାବ. ତ) — ପୂରଣ — Filling up