ପୂର୍ଣ୍ଣି Pūrṇṇi

  • ସଂ. ବି. (ପୃ ଧାତୁ=ପୂର୍ଣ୍ଣ କରିବା+ଭାବ. ତି) — ପୂର୍ତ୍ତି; ପୂରଣ — Act of filling up; completing
  • ସଂ. ବି. (ପୃ ଧାତୁ=ପୂର୍ଣ୍ଣ କରିବା+ଭାବ. ତି) — ପୂର୍ଣ୍ଣିମା (ହି. ଶ.) — The fullmoon day