ପୂର୍ଣ୍ଣ Pūrṇṇa

  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ପରିପୂର୍ଣ୍ଣ — Filled up
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସମ୍ପୂର୍ଣ୍ଣ — Complete; full
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସମାପ୍ତ — Finished; completed
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସମସ୍ତ; ସମୁଚ୍ଚୟ — Whole; entire
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସମର୍ଥ — Able
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସିଦ୍ଧ; ସଫଳ — Successful; fulfilled
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ଶକ୍ତ — Strong; powerful
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସର୍ବାଙ୍ଗ ସମ୍ପନ୍ନ — Fully developed
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ସ୍ୱାଧୀନ; ଅପେକ୍ଷା ଶୂନ୍ୟ — Independent
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ଦୋଷ ଶୂନ୍ୟ — Flawless
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ଆପ୍ତକାମ — Having one's desire fulfilled
  • ସଂ. ବିଣ. (ପୂର୍ ଧାତୁ+କର୍ମ. ତ) — ଭାବଶୂନ୍ୟ (ହି. ଶ) — Having no want