ପୂର୍ଣ୍ଣାବତାର Pūrṇṇābatāra

  • ସଂ. ବି (କର୍ମଧା) — ଦେବତାଙ୍କର ସମ୍ପୂର୍ଣ୍ଣ ଅବତାର — Full incarnation of a Deity
  • ସଂ. ବି (କର୍ମଧା) — [ନୃସିଂହ, ରାମ ଓ ଶ୍ରୀକୃଷ୍ଣ ଓ ମତାନ୍ତରରେ କେବଳ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ପୂର୍ଣ୍ଣାବତାର ବୋଲି କଥିତ।]