ପୂର୍ଣ୍ଣାନ୍ତରେ Pūrṇṇāntare

  • ଦେ. କ୍ରି. ବିଣ—(ସଂ. ପୂର୍ଣ୍ଣତଃ) — ପୂର୍ଣ୍ଣ ଭାବରେ — Fully; completely
  • ଦେ. କ୍ରି. ବିଣ—(ସଂ. ପୂର୍ଣ୍ଣତଃ) — ଦୁଇ ସ୍ୱର ପୂର୍ଣ୍ଣାନ୍ତରେ ବହୁଥାଇ ଯେବେ— ପ୍ରାଚୀ. ଶିବସ୍ୱରୋଦୟ।