ପୂର୍ଣ୍ଣାନନ୍ଦ Pūrṇṇānanda

  • ସଂ. ବି (କର୍ମଧା) — ପରମାନନ୍ଦ; ଅତ୍ୟନ୍ତ ଆନନ୍ଦ — Greatest happiness
  • ସଂ. ବି (କର୍ମଧା) — (ବହୁବ୍ରୀହି) ଆନନ୍ଦମୟ ପରମେଶ୍ୱର; ପରଂବ୍ରହ୍ମ — The Supreme God
  • ସଂ. ବି (କର୍ମଧା) — ଜନୈକ ତନ୍ତ୍ରଶାସ୍ତ୍ର ସଂକଳୟିତା ପଣ୍ଡିତ — Name of a compiler of Tantra lore
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males