ପୂର୍ଣ୍ଣମାସୀ Pūrṇṇamāsī

  • ସଂ. ବି. (ପୁର୍ଣ୍ଣ+ମାସ+ସ୍ତ୍ରୀ ଈ) — ପୂର୍ଣ୍ଣିମା ତିଥି — Full moon day
  • ସଂ. ବି. (ପୁର୍ଣ୍ଣ+ମାସ+ସ୍ତ୍ରୀ ଈ) — ଗୋପପୁରବାସିନୀ ସନ୍ନ୍ୟାସିନୀବିଶେଷ — Name of a female anchorite mentioned in the Bhāgabata
  • ସଂ. ବି. (ପୁର୍ଣ୍ଣ+ମାସ+ସ୍ତ୍ରୀ ଈ) — [ଦ୍ର—ଏ ଯୋଗମାୟାଙ୍କ ଅବତାର ଥିଲେ। ଏ ମାୟା ବିସ୍ତାର କରି ରାଧାକୃଷ୍ଣଙ୍କ ମିଳନ କରାଇଥିଲେ ଓ ସମସ୍ତଙ୍କୁ ମାୟାରେ ବଶୀଭୂତ କରି ରଖିଥିଲେ। ଏହାଙ୍କ ହେତୁରୁ ରାଧାଙ୍କ ଶାଶୁ ଜଟିଳା ରାଧା କୃଷ୍ଣଙ୍କ ପ୍ରଣୟ ସମ୍ବନ୍ଧରେ କିଛି ମାତ୍ର ଜାଣି ପାରି ନ ଥିଲେ।]