ପୂର୍ଣ୍ଣପ୍ରଜ୍ଞ Pūrṇṇa prajn̄a

  • ସଂ. ବିଣ. ପୁଂ — ପୂର୍ଣ୍ଣଜ୍ଞାନୀ; ଯାହାର ଜ୍ଞାନ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛି — Very wise; of mature understanding
  • ବି — ପୂର୍ଣ୍ଣପ୍ରଜ୍ଞ ଦର୍ଶନର ପ୍ରଣେତା ମାଧ୍ୱାଚାର୍ଯ୍ୟ — A name of Mādhwāchārj̄ya