ପୂର୍ଣ୍ଣତର Pūrṇṇatara

  • ସଂ. ବିଣ. (ପୂର୍ଣ୍ଣ+ତମ; ତର) — ପରିପୂର୍ଣ୍ଣ — Full
  • ସଂ. ବିଣ. (ପୂର୍ଣ୍ଣ+ତମ; ତର) — ମୃଗ, ସିଂହ, ବ୍ୟାଘ୍ର ଯେ ଆନ ବନଚର ମାନଙ୍କରେ ସେ ବନ ହୋଇଛି ପୂର୍ଣ୍ଣତର— କୃଷ୍ଣସିଂହ, ମହାଭାରତ. ବନ।