ପୂର୍ଣ୍ଣ ପରିବର୍ତ୍ତକ Pūrṇṇa paribarttaka

  • ସଂ. ବି (ଜୀବ ବିଜ୍ଞାନ ପରିଭାଷା) — ଯେଉଁ ପ୍ରାଣୀ— ମାନେ ବାରମ୍ବାର ସମ୍ୟକ୍ରୂପେ ଦେହ ପରିବର୍ତ୍ତନ କରନ୍ତି — The metamorphosic animals; animals which undergo various successive transformations of developments
  • ସଂ. ବି (ଜୀବ ବିଜ୍ଞାନ ପରିଭାଷା) — (ଯଥା—ପ୍ରଜାପତି, ଉଇ, ପିମ୍ପୁଡ଼ି।)