ପୂର୍ଣ୍ଣ କକୁଦ୍ Pūrṇṇa kakud

  • ସଂ. ବି (ବହୁବ୍ରୀହି; ପୂର୍ଣ୍ଣ ହୋଇଅଛି କୁକୁଦ୍=ଚୂଳ ଯାହାର) — ତରୁଣ ବୟସ୍କ ବୃଷ — A full-grown bull