ପୂରେଇ ଦେବା Pūrei debā

  • ଦେ. କ୍ରି — ହଠାତ୍ ଭର୍ତ୍ତି କରିବା — To suddenly thrust
  • ଦେ. କ୍ରି — କୌଣସି ସ୍ଥାନକୁ ପ୍ରବେଶ କରିବାକୁ ସମର୍ଥ କରିବା — To enable one to enter a place to admit
  • ଦେ. କ୍ରି — (ଯଥା—ସାଆନ୍ତଙ୍କ ଡାହାଳ କୁତୀ ଖଞ୍ଜା ଭିତରକୁ କାହାରିକୁ ପୂରାଇ ଦେଉ ନାହିଁ।)