ପୂରୁବ ଦୁଆର Pūruba duāra

  • ଦେ. ବି — ହତା ବା ଘରର ପୂର୍ବଦିଗରେ ଥିବା ଦୁଆର — The eastern door of a house or compound
  • ଦେ. ବି — କୌଣସି ଦେଉଳର ବେଢ଼ାରେ ଥିବା ପୂର୍ବ ପାଖର ଦୁଆର; ସିଂହଦ୍ୱାର — The lions gate or the eastern gate of the compound of a temple