ପୂରିତ Pūrita

  • ସଂ. ବିଣ.—(ପୂର୍ ଧାତୁ+କର୍ମ. ତ) — ପୂର୍ଣ୍ଣ କରାଯାଇଥିବା — Filled
  • ସଂ. ବିଣ.—(ପୂର୍ ଧାତୁ+କର୍ମ. ତ) — ପରିପୂର୍ଣ୍ଣ — Filled up; full
  • ସଂ. ବିଣ.—(ପୂର୍ ଧାତୁ+କର୍ମ. ତ) — ଗୁଣିତ — Multiplied