ପୂଯ Pūj̄a

  • ସଂ. ବି. (ପୂଯ୍ ଧାତୁ+କର୍ତ୍ତୃ. ଅ) — ପୂଜ; ଘନୀଭୂତ ଶୁକ୍ଳବର୍ଣ୍ଣ ବିକୃତ ରକ୍ତ — Ichor; pus; offensive matter discharged from gangrened wounds and ulcers