ପୂଯ ପାଣି Pūj̄a pāṇi

  • ଦେ. ବି. (ସଂ. ପୂଯ+ପାନୀୟ) — ଜଳୀୟ ପୂଯ; ପାଣିଆଁ ପୂଜ — Watery pus; purulent discharge
  • ଦେ. ବି. (ସଂ. ପୂଯ+ପାନୀୟ) — ସଢ଼ା ଘାଆ ଆଦିରୁ ବାହାରିବା ପୂଜ ଓ ଜଳୀୟ ସ୍ରାବ — Pus and other matters coming out from rotten sores