ପୂବେଇ ପବନ Pūbei pabana

  • ଦେ. ବି — ପୂର୍ବରୁ ବହୁଥିବା ପବନ — The east wind; the wind blowing from the east
  • ଦେ. ବି — [ଦ୍ର—ପୂବେଇ ପବନ ବହୁଜଳ ବହୁକାଳ ପର୍ଯ୍ୟନ୍ତ ଶୀଘ୍ର ବର୍ଷିବାର ସୂଚନା କରେ।]