ପୂବା Pūbā

  • ଗ୍ରା. ବିଣ. (ସଂ. ପୂର୍ବ୍ୟ) — ପୂରୁବା; ପୂର୍ବସମ୍ବନ୍ଧୀୟ — Eastern
  • ଗ୍ରା. ବିଣ. (ସଂ. ପୂର୍ବ୍ୟ) — ପୂର୍ବଦିଗରୁ ଆସୁଥିବା — Coming from the east