ପୂତ୍ୟଣ୍ଡ Pūtyaṇḍa
- ସଂ. ବି. (ବହୁବ୍ରୀହି; ପୂତି+ଅଣ୍ଡ=ମୁଷ୍କ ବା ଡିମ୍ବ) — ପାଡ଼ୁରା ପୋକ (ଦେଖ) — Pāṟḍ̠urā poka (See)
- ସଂ. ବି. (ବହୁବ୍ରୀହି; ପୂତି+ଅଣ୍ଡ=ମୁଷ୍କ ବା ଡିମ୍ବ) — କସ୍ତୁରୀ ମୃଗ — Musk deer
- ସଂ. ବି. (ବହୁବ୍ରୀହି; ପୂତି+ଅଣ୍ଡ=ମୁଷ୍କ ବା ଡିମ୍ବ) — ଶାଳିଆପତନୀ — Civet cat
- ସଂ. ବି. (ବହୁବ୍ରୀହି; ପୂତି+ଅଣ୍ଡ=ମୁଷ୍କ ବା ଡିମ୍ବ) — ଖଟ୍ଟାଶ; କଟାଶ — Pole cat; wild cat