ପୂତି Pūti

  • ସଂ. ବି. (ପୂତି ଧାତୁ=ପବିତ୍ର କରିବା+ଭାବ. ତି) — ପବିତ୍ରତା — Purity; sanctity
  • ସଂ. ବି. (ପୂତି ଧାତୁ=ପବିତ୍ର କରିବା+ଭାବ. ତି) — ପବିତ୍ରୀକରଣ; ପ୍ରତିଷ୍ଠା — Purification
  • ସଂ. ବି. (ପୂତି ଧାତୁ=ପବିତ୍ର କରିବା+ଭାବ. ତି) — (ପୂଯ୍ ଧାତୁ=ଦୁର୍ଗନ୍ଧ ହେବା+ଭାବ. ତି)— ଦୁର୍ଗନ୍ଧ — Stink
  • ସଂ. ବି. (ପୂତି ଧାତୁ=ପବିତ୍ର କରିବା+ଭାବ. ତି) — ମଡ଼ାର ଗନ୍ଧ — Stench of dead body
  • ସଂ. ବି. (ପୂତି ଧାତୁ=ପବିତ୍ର କରିବା+ଭାବ. ତି) — ଖଟ୍ଟାଶ ମୁଷ୍କ; ଶାଳିଆ ପତନୀର କୋଷ — The testicle of the civest cat or pole cat; Putorius Fœtidus
  • ବିଣ — ଦୁର୍ଗନ୍ଧମୟ — Stinking; fœtid