ପୂତାତ୍ମା Pūtātmā

  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ପୂତ+ଅତ୍ମନ୍; ପୂତାତ୍ମନ୍ ଶବ୍ଦ; 1 ମା. 1 ବ) — ପବିତ୍ରାତ୍ମା — Pure-souled; pure-minded
  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ପୂତ+ଅତ୍ମନ୍; ପୂତାତ୍ମନ୍ ଶବ୍ଦ; 1 ମା. 1 ବ) — ପୁଣ୍ୟତ୍ମା — Pious; virtuous