ପୂତି କରଞ୍ଜ Pūti karan̄ja
- ସଂ. ବି — ଲଟା କରଞ୍ଜ ବା ବରିପୋଲ ଗଛ — Caesalpina Bonducella; the grey Bonduc
- ସଂ. ବି — ପୂତି କରଜ, ପୂତି କର୍ଣ୍ଣିକା, ପୁତୀ କରଜ, ପୂତୀ କରଞ୍ଜ—ଅନ୍ୟରୂପ)
- ସଂ. ବି — [ଦ୍ର—ଏହା ଗିଲଜାତୀୟ କଣ୍ଟାଯୁକ୍ତ ଲଟାଣିଆ ଗଛ। ଏହା ଜଙ୍ଗଲରେ ଓ ପାଣିକୂଳରେ ହୁଏ। ଫଳ ମଧ୍ୟ ଗିଲ ଫଳ ପରି କଣ୍ଟକଯୁକ୍ତ। ତା ମଧ୍ୟରେ ଗୋଟାଳି ପରି ଟାଣୁଆ ମଞ୍ଜି ଥାଏ।]