ପୂତିବକ୍ତ୍ର Pūti baktra

  • ସଂ. ବିଣ. ପୁଂ—(ବହୁବ୍ରୀହି; ପୂତି+ବକ୍ତ୍ର) — ଯାହା ମୁହଁରୁ ସର୍ବଦା ଦୁର୍ଗନ୍ଧ ବାହାରେ; ବାଘୁଆମୁହାଁ — A person whose mouth emits a foetid smell