ପୂତିନସ୍ୟ Pūtinasya

  • ସଂ. ବି—(ପୂତି=ଦୁର୍ଗନ୍ଧମୟ+ନସ୍ୟ=ନାସାରନ୍ଧ୍ର) — ନାସିକାରୋଗବିଶେଷ; ନାକରୁ ଦୁର୍ଗନ୍ଧ ବାହାରିବା ରୋଗ — A disease in which there are foetid exhalations from the nostril; oyoena