ପୂତିକ Pūtika
- ସଂ. ବି. (ପୂତି=ଦୁର୍ଗନ୍ଧ+କୈ ଧାତୁ=ପ୍ରକାଶ କରିବା+ କର୍ତ୍ତୃ. ଅ) — ବିଷ୍ଠା; ଗୁହ; ମଳ — Ordure; excrement
- ସଂ. ବି. (ପୂତି=ଦୁର୍ଗନ୍ଧ+କୈ ଧାତୁ=ପ୍ରକାଶ କରିବା+ କର୍ତ୍ତୃ. ଅ) — ପୂତି କରଞ୍ଜ (ଦେଖ) — Pūti karan̄ja (See)
- ସଂ. ବି. (ପୂତି=ଦୁର୍ଗନ୍ଧ+କୈ ଧାତୁ=ପ୍ରକାଶ କରିବା+ କର୍ତ୍ତୃ. ଅ) — ପୂତିକା 1 (ଦେଖ) — ପୂତିକା1(ଦେଖ)—1. Pūtikā 1 (See)