ପୂତକ୍ରତୁ Pūta kratu

  • ସଂ. ବି. ପୁଂ (ବହୁବ୍ରୀହି; ପୂତ=ପବିତ୍ର, କ୍ରତୁ=ଯଜ୍ଞ ଯାହାଙ୍କର) — ଦେବରାଜ; ଇନ୍ଦ୍ର — Indra, the king of the Hindu Gods