ପୂଜା ବିଧି Pūjā bidhi

  • ସଂ. ବି. ( 6 ଷ୍ଠୀ ତତ୍) — ଦେବତାଙ୍କୁ ପୂଜା କରିବାର ବିଶିଷ୍ଟ ବା କ୍ରମିକ ବିଧାନ — The rules laid down for special and general worshipping of Deities