ପୂଜା ପେଡ଼ି Pūjā peṟḍ̠i

  • ଦେ. ବି (ସଂ. ପୂଜାପେଟିକା) — ପୂଜାର ସରଞ୍ଜାମ ରଖାଯିବା ବାକ୍ସ ବା କୋଥଲି — A box or bag containing the materials used during one's daily worship