ପୂଜା ଘଡ଼ି Pūjā ghaṟḍ̠i

  • ଦେ. ବି — ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବ ବା ପରବର୍ତ୍ତୀ ସମୟ — The time of the autumnal Durgāpūjā
  • ଦେ. ବି — ପୂଜା ଉପଲକ୍ଷ — The occasion of the Durgāpūjā festival
  • ଦେ. ବି — [ଦ୍ର—ପୂଜାଘଡ଼ି ବା ପୂଜା ସମୟରେ ଲୋକେ ନାନା ଭୋଗ୍ୟ ଦ୍ରବ୍ୟ ଓ ନୂତନ ବସ୍ତ୍ର ଆଦି କିଣି ଘରକୁ ନିଅନ୍ତି। ଏଥିପାଇଁ ବଜାର ନାନା ଚିତ୍ତାକର୍ଷକ ପଣ୍ୟଦ୍ରବ୍ୟରେ ପୂର୍ଣ୍ଣ ହୋଇଥାଏ ଓ ପଣ୍ୟଦ୍ରବ୍ୟର ଦରଦାମ ବଢ଼ିଯାଏ। ପୂଜା ଉପଲକ୍ଷରେ ଗୃହସ୍ଥମାନଙ୍କର ଉତ୍ସବାଦିରେ ବହୁ ବ୍ୟୟ ହୁଏ। ଚାକର ଓ ଆଶ୍ରିତ ଲୋକମାନଙ୍କୁ ବକ୍ସିସ୍ ଆଦି ମଧ୍ୟ ଦିଆଯାଏ।]