ପୂଜା କୋଥଳି Pūjā kothaḻi

  • ଦେ. ବି—ଯେଉଁ ମୁଣିରେ ମନୁଷ୍ୟର ନିତ୍ୟ ବ୍ୟବହାର୍ଯ୍ୟ ପୂଜାର ସାମଗ୍ରୀ (ଯଥା—ଜପମାଳା, ଚନ୍ଦନପେଡ଼ି, ଚନ୍ଦନକାଠ, ନିର୍ମାଲ୍ୟ ଆଦି) ଥାଏ — A wallet containing the materials used during one's daily worship