ପୂଜନୀୟ Pūjanīya

  • ସଂ. ବିଣ. ପୁଂ (ପୂଜ୍ ଧାତୁ+ କର୍ମ. ଅନୀୟ) — ବନ୍ଦନୀୟ; ଆରାଧ୍ୟ; ପୂଜିତ ହେବାର ଯୋଗ୍ୟ — Fit to be worshipped or revered; adorable; reverend