ପୂଜକ Pūjaka

  • ସଂ. ବିଣ. ପୁଂ (ପୂଜ୍ ଧାତୁ+ କର୍ତ୍ତୃ. ଅକ) — ଯେ ପୂଜା କରେ — Worshipping
  • ବି — ଉପାସକ — A worshipper
  • ବି — ଦେବତାଙ୍କ ପୂଜାହାରୀ — A priest of a Deity