ପୁହାଁରା Puhāñrā

  • ପ୍ରାଦେ. (ବାଲେଶ୍ୱର)—ବି — ଧାନ ଗଛର କେଣ୍ଡାକୁ ନଷ୍ଟ କରିବା ଏକ ପ୍ରକାର ପୋକ — A kind of insect that destroys the ears of paddy plants