ପୁଷ୍ୟ Pushya

  • ସଂ. ବି. (ପୁଷ୍ ଧାତୁ +କର୍ତ୍ତୃ. ଯ) — 27 ଗୋଟି ନକ୍ଷତ୍ର ମଧ୍ୟରୁ 8 ମ ନକ୍ଷତ୍ର; ସମବାହୁ ତ୍ରିଭୁଜ ପରି 3 ଟି ତାରାର ମଝିରେ ଥିବା କ୍ଷୀଣ ନକ୍ଷତ୍ରପୁଞ୍ଜ — 27ଗୋଟି ନକ୍ଷତ୍ର ମଧ୍ୟରୁ8ମ ନକ୍ଷତ୍ର; ସମବାହୁ ତ୍ରିଭୁଜ ପରି3ଟି ତାରାର ମଝିରେ ଥିବା କ୍ଷୀଣ ନକ୍ଷତ୍ରପୁଞ୍ଜ— . The 8th lunar asterism; the Asses and the Manger
  • ସଂ. ବି. (ପୁଷ୍ ଧାତୁ +କର୍ତ୍ତୃ. ଯ) — [ଦ୍ର—ନକ୍ଷତ୍ର ତଳେ ନୋଟ୍ ଦେଖ।]
  • ସଂ. ବି. (ପୁଷ୍ ଧାତୁ +କର୍ତ୍ତୃ. ଯ) — ପୌଷମାସ — The lunar month of Pausha (December and January)
  • ସଂ. ବି. (ପୁଷ୍ ଧାତୁ +କର୍ତ୍ତୃ. ଯ) — କଳିଯୁଗ — The Kaḻi or fourth age of the world
  • ଗ୍ରା. ବି. (ସଂ. ପୁଷ୍ପ) — ଫୁଲ — Flower
  • ଗ୍ରା. ବି. (ସଂ. ପୁଷ୍ପ) — ସ୍ତ୍ରୀ ରଜଃ — The menses of females
  • ପ୍ରାଦେ. (ବାଲେଶ୍ୱର) ବିଣ — ପୋଷ୍ୟ (ପୁତ୍ର) — Adopted (Son)