ପୁଷ୍ୟ ସ୍ନାନ Pushya snāna
- ସଂ. ବି. (ଜ୍ୟୋତିଷ) — ପୌଷ ପୂର୍ଣ୍ଣିମା; ପୌଷ ମାସରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ରକୁ ଗମନ କଲେ ଯେଉଁ ଯୋଗ ହୁଏ ତହିଁରେ ରାଜା ଓ ଦେବତାଙ୍କର ସ୍ନାନ; ପୁଷ୍ୟାଭିଷେକ — A sacred bath taken at the conjunction of the moon with the 'Pushyā' asterism; fullmoon day of the month of 'Pausha'