ପୁଷ୍ୟଳକ Pushyaḻaka

  • ସଂ. ବି.—(ପୁଷ୍ ଧାତୁ+ ଇ=ପୁଷି=ପୁଷ୍ଟି ନିମିତ୍ତ+ଅଳ୍ ଧାତୁ =ପର୍ଯ୍ୟାପ୍ତ ହେବା+ କର୍ତ୍ତୃ. ଅ; ପୁଷ୍ୟଳ+କ) — ଗନ୍ଧମୃଗ; କସ୍ତୁରୀ ମୃଗ — Musk deer
  • ସଂ. ବି.—(ପୁଷ୍ ଧାତୁ+ ଇ=ପୁଷି=ପୁଷ୍ଟି ନିମିତ୍ତ+ଅଳ୍ ଧାତୁ =ପର୍ଯ୍ୟାପ୍ତ ହେବା+ କର୍ତ୍ତୃ. ଅ; ପୁଷ୍ୟଳ+କ) — କ୍ଷପଣକ — A naked mendicant
  • ସଂ. ବି.—(ପୁଷ୍ ଧାତୁ+ ଇ=ପୁଷି=ପୁଷ୍ଟି ନିମିତ୍ତ+ଅଳ୍ ଧାତୁ =ପର୍ଯ୍ୟାପ୍ତ ହେବା+ କର୍ତ୍ତୃ. ଅ; ପୁଷ୍ୟଳ+କ) — କୀଳା; ଗୋଜା — A pin; peg; bolt; stake