ପୁଷ୍ୟାଭିଷେକ Pushyābhisheka

  • ସଂ. ବି. — ପୁଷ୍ୟାସ୍ନାନ ଯୋଗରେ ରାଜାମାନଙ୍କର ସିଂହାସନରେ ଅଭିଷେକ — The ceremonial investiture of kings during the 'Pushya snāna' conjunction
  • ସଂ. ବି. — ପୁଷ ମାସ ପୂର୍ଣ୍ଣମୀ ଦିନ ଜଗନ୍ନାଥ ଓ ଲିଙ୍ଗରାଜଙ୍କର ଅଭିଷେକ ଓ ପୂଜାଦି ସମନ୍ୱିତ ଯାତ୍ରା — Festival of the Deities Jagannātha and Liṅgarāja on the fullmoon day of the month of Pausha