ପୁଷ୍ପିତ Pushpita

  • ସଂ. ବିଣ—(ପୁଷ୍ପ+ସଂଜାତ ଅର୍ଥେ ଇତ) — କୁସୁମିତ; ଜାତପୁଷ୍ପ — Flowering; in flower; flowered
  • ସଂ. ବିଣ—(ପୁଷ୍ପ+ସଂଜାତ ଅର୍ଥେ ଇତ) — ପ୍ରସ୍ଫୁଟିତ — Blossommed
  • ସଂ. ବିଣ—(ପୁଷ୍ପ+ସଂଜାତ ଅର୍ଥେ ଇତ) — ପ୍ରକାଶିତ — Expanded; manifested