ପୁଷ୍ପିକା Pushpikā

  • ସଂ. ବି. (ପୁଷ୍ପ+ସ୍ତ୍ରୀ. ଆ) — ଦନ୍ତମଳ — The tartar of the teeth
  • ସଂ. ବି. (ପୁଷ୍ପ+ସ୍ତ୍ରୀ. ଆ) — ଲିଙ୍ଗମଳ; ଗେନ୍ଧା — The mucus of the glans penis or urethra
  • ସଂ. ବି. (ପୁଷ୍ପ+ସ୍ତ୍ରୀ. ଆ) — ଝିଲ୍ଲୀ ବା ଝିଣ୍ଟିକାବିଶେଷ — A kind of cricket or grasshopper
  • ସଂ. ବି. (ପୁଷ୍ପ+ସ୍ତ୍ରୀ. ଆ) — ଗ୍ରନ୍ଥର ଅଧ୍ୟାୟ ଶେଷରେ ବା ଗୀତ ଶେଷରେ ଗ୍ରନ୍ଥକାରଙ୍କ ନିଜର ପରିଚୟ ସୂଚକ ବାକ୍ୟ; ଭଣିତା — The peroration or concluding portion of an essay or song containing biographical allusion of the author himself