ପୁଷ୍ପାର୍କ Pushpārka
- ସଂ. ବି. (ବୈଦ୍ୟକ) — ଫୁଲରୁ କଢ଼ା ହେବା ଅରଖ — Essence distilled from certain flowers by putting them inside the petals of screwpine
- ସଂ. ବି. (ବୈଦ୍ୟକ) — [ଦ୍ର—ସେବତୀ, ପଦ୍ମ, ବାସନ୍ତୀ, ଗୋଲାପ, ଚମେଲୀ, ଯୂଇ, ଚମ୍ପା, ବଉଳ, କଦମ୍ବ ପ୍ରଭୃତି ଫୁଲର ପାଖୁଡ଼ାକୁ କେତକୀ ଫୁଲର ପାଖୁଡ଼ା ମଧ୍ୟରେ ପୂରାଇ ଯଥାବିଧି ଅରଖ ବା ନିର୍ଯ୍ୟାସ ବାହାର କରାଯାଏ।]
- ସଂ. ବି. (ବୈଦ୍ୟକ) — ଏହା ଧ୍ୱଜଭଙ୍ଗ, ଯକ୍ଷ୍ମା ଆଦି ରୋଗରେ ବିଶେଷ ଉପକାରୀ।]