ପୁଷ୍ପାଞ୍ଜନ Pushpān̄jana

  • ସଂ. ବି (ବୈଦ୍ୟକ) — ଦାରୁ ହରିଦ୍ରା ପ୍ରଭୃତିରେ ପ୍ରସ୍ତୁତ ଏକ ପ୍ରକାର ଅଞ୍ଜନ — A collyrium made from turmeric
  • ସଂ. ବି (ବୈଦ୍ୟକ) — [ଦ୍ର—ଏହା ନେତ୍ର ରୋଗରେ ବିଶେଷ ଉପକାରୀ।]