ପୁଷ୍ପବାଣ Pushpa bāṇa

  • ସଂ. ବି. (ମ. ପ. ଲୋ; କର୍ମଧା; ପୁଷ୍ପ + ବାଣ) — ମଦନର ପୁଷ୍ପ ନିର୍ମିତ ଶର — The flowery arrows of God Cupid
  • ସଂ. ବି. (ମ. ପ. ଲୋ; କର୍ମଧା; ପୁଷ୍ପ + ବାଣ) — (ବହୁବ୍ରୀହି) କାମଦେବ — The God cupid