ପୁଷ୍ପଦନ୍ତ Pushpadanta
- ସଂ. ବି. (ନାମ) — ବାୟୁକୋଣସ୍ଥ ଦିଗ୍ଗଜ — The legendary elephant guarding the N.W. quarters
- ସଂ. ବି. (ନାମ) — ଶିବଙ୍କର 'ମହିମ୍ନଃ ସ୍ତବ' ରଚୟିତା ଗନ୍ଧର୍ବବିଶେଷ — Name of an aerial being who is the author of a famous hymn addressed to Ṡiba
- ସଂ. ବି. (ନାମ) — [ଦ୍ର—ଶିବାନୁଚର ଗନ୍ଧର୍ବରାଜ ଦିନେ ଲୁଚି କରି ମହାଦେବ ଓ ପାର୍ବତୀଙ୍କ ବିଶ୍ରମ୍ଭାଳାପ ଶୁଣୁଥିବା ଅପରାଧରୁ ମହାଦେବଙ୍କ ଅଭିଶାପରେ ମର୍ତ୍ତ୍ୟରେ କବି ବରରୁଚି ରୂପରେ ଜନ୍ମଗ୍ରହଣ କଲେ। ଦୁର୍ଗାଙ୍କ ସଖୀ ଜୟା ଏହାଙ୍କ ସ୍ତ୍ରୀ। ଏ ଶିବନିର୍ମାଲ୍ୟ ଲଙ୍ଘନ କରିବା ଦୋଷରୁ ଗନ୍ଧର୍ବତ୍ୱ ହରାଇଥିଲେ ଏବଂ ମହିମ୍ନଃ ସ୍ତବ ରଚନାପୂର୍ବକ ତାହା ଗାନ କରି ମହାଦେବଙ୍କୁ ପ୍ରସନ୍ନ କରାଇ ପୁଣି ଗନ୍ଧର୍ବ ଶରୀର ପ୍ରାପ୍ତ ହେଲେ। ଏହି ସ୍ତବ ଓଡ଼ିଶାରେ ମହିମ୍ନ ନାମରେ ପ୍ରସିଦ୍ଧ। ଏହି ସ୍ତବର ପ୍ରଥମ ଶ୍ଳୋକର ଆଦ୍ୟ ଶବ୍ଦ 'ମହିମ୍ନଃ ପାରଂ ତେ'।]
- ସଂ. ବି. (ନାମ) — ନାଗବିଶେଷ — Name of a legendary serpent