ପୁଷ୍ପ ରାଗ Pushpa rāga

  • ସଂ. ବି — (ବହୁବ୍ରୀହି; ପୁଷ୍ପର ରାଗ ପରି ରାଗ=ବର୍ଣ୍ଣ ଯାହାର ପଦ୍ମରାଗ ମଣି; ପୋଖରାଜ; ପୀତ ସ୍ପଟିକ — Topaz (gem)